Aanayatta

“Aanayatta”(Publisher-Apurba) -2006 PAGE-119, RUPEES-70, 53 POEMS

Anayatta (Beyond control), 2006. An anthology of fifty-three poems, Ananyatta, quests love amid the inevitability of its absence in the world the poetic-self inhabits. Almost each poem in the collection underscores the hedonistic indulgence of mankind, and the consequent evils. An extension of the previous anthology, the poems build on a central theme: the collective tragedy of mankind in our times. The poet’s command over her canvas and idiom looks complete.

ଏ ସଂକଳନର କବିତାଗୁଡିକରେ ଉଭୟ ପ୍ରସଙ୍ଗ ଓ ପରିବେଷଣ – ଉଭୟ କ୍ଷେତ୍ରରେ କବିଙ୍କ ପରିପକ୍ଵତା ସହଜ ରେ ଆଖି ରେ ପଡେ। କବିତାଗୁଡିକର ବିଷୟ-ବୈଚିତ୍ର ବେଶ ପ୍ରଶସ୍ତ ଓ ସମ୍ପ୍ରସାରିତ। ସମକାଳୀନ ତଥା ତାତ୍ପର୍ଯପୂର୍ଣ ପ୍ରସଙ୍ଗ କବିତାଗୁଡ଼ିକର ଭାବ କେନ୍ଦ୍ର ଭାବେ ପରିଗୃହିତ। ମାନବବାଦୀ ଚେତନା, ସମ୍ବେଦନଶୀଳତା, ଆତଙ୍କବାଦର ବିଭତ୍ସତା, ବଧୂହତ୍ୟା, ପ୍ରଶାସନର ସ୍ଫଳନ, ରାଜନୈତିକ/ସମାଜିକ/ପ୍ରଶାସନିକ/ନ୍ୟାୟିକ/ଧାର୍ମିକ/ଆଧ୍ୟାତ୍ମିକ ପ୍ରତାରଣା, ଶୋଷଣ-ଧର୍ଷଣ-ଅନ୍ୟାୟ-ଅତ୍ୟାଚାର-ପୀଡନର ପ୍ରତିକ୍ରିୟା ଏବଂ ଏକ ପରିପ୍ଳୁତ ଆସନ୍ତାକାଲି ଲାଗି ପ୍ରଚୁର ପ୍ରତ୍ୟୟ ଓ ପ୍ରତିଶ୍ରୁତି : ଏ ସମସ୍ତ ମାନବବାଦୀ ଆବେଗ ଓ ମନନ କବିତାଗୁଡ଼ିକର ଉଜ୍ଜ୍ଵଳ ଆୟତନ କୁ ଚିହ୍ନାଇ ଦିଅନ୍ତି|