E Ratira Jete Tara

“E rati ra jete tara”(Publisher-Anyaa)-2014 Page-156,Rupees-80,84 Poems

In this collection of eighty-four pieces reality does not present itself in starkness; a carefully crafted idiom, lexis and artistry of the poet shroud it lifting to blissful aesthetics and leaving the reader dazed. A number of poems concern woman – her courage to defy stereotypes about her existence; her bold avowal of her love, her celebration of sense of freedom escaping a hurt, like a butterfly from inside a suffocating cocoon. The poet, as always, is careful and committed to her thematic and structural worlds: simple yet intense imagery; flawless, expert manner of presentation and the poetic-self endorsing finer, expanding sensibilities that are passionate. The poems are also noted for the controlled, precise presentations, a rare maturity in weaving of lexis, compactness of configuration, visual richness, and so on.

ସତ୍ୟର ନଗ୍ନ ଉପସ୍ଥାପନା ନୁହେଁ, ବରଂ ସତ୍ୟକୁ ଉପଯୁକ୍ତ ଶବ୍ଦ, ଶୈଳୀ ଓ କାରିଗରି ଦ୍ୱାରା କାବି୍ୟକ ପର୍ଯ୍ୟାୟକୁ ଉନ୍ନୀତ କରି ପାଠକକୁ ତଟସ୍ଥ କରିଦବା ଏ ସଂକଳନରେ ଥିବା ୮୪ଟି ଯାକ କବିତାର ବିଶେଷତ୍ୱ । ନାରୀର ଅସ୍ତିତ୍ୱ ଓ ଅସ୍ମିତାକୁ ନେଇ ଅନେକ କବିତା ଏ ସଂକଳନରେ । ନାରୀ ସମାଜକୁ ପ୍ରଶ୍ନ ପଚାରିବାର ସାହସ, ମୁକ୍ତ କଣ୍ଠରେ ନିଜର ପ୍ରେମକୁ ସ୍ୱୀକାରିବାର ସ୍ପର୍ଦ୍ଧା ଓ କ୍ଷତ ଭିତରୁ ମୁକୁଳିଆସି ପ୍ରଜାପତି ପରି ଉଡ଼ିବୁଲିବାର ସ୍ୱପ୍ନ ଅନେକ କବିତାର ମଂଜ । ଶବ୍ଦ ଓ ବିଷୟବସ୍ତୁ ଚୟନରେ କବି ଖୁବ୍ ନିÂାପର ଓ ସତର୍କ । ଶବ୍ଦ-ଚିତ୍ର ସରଳ ଅଥଚ ଭାବ ଉଦ୍ରେକକାରୀ । ବାକ୍ ଭଂଗୀର ନିଖୁଣ ଓ ନିପୁଣ ପ୍ରୟୋଗ ସହ କବିତାଗୁଡ଼ିକରେ ପ୍ରତିଫଳିତ କାବ୍ୟ ଚେତନା ଅତି ସୂକ୍ଷ୍ମ, ଗଭୀର ଓ ଦିଗପ୍ରସାରୀ । ସଂଯତ, ସଂକ୍ଷିପ୍ତ ଉଚ୍ଚାରଣ, ଶବ୍ଦ ବ୍ୟବହାରରେ ପରିପକ୍ୱତା, କବିତାଗୁଡ଼ିକର କ୍ଷୁଦ୍ର କଳେବର ଓ ଚିତ୍ରମୟତା କବିତାଗୁଡ଼ିକର ସ୍ୱାତନ୍ତ୍ର୍ୟ ।